ଭିତରକନିକା ଜାତୀୟ ଉଦ୍ୟାନ
From Wikipedia, the free encyclopedia
ଭିତରକନିକା ଜାତୀୟ ଉଦ୍ୟାନ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଗୋଟିଏ ଜାତୀୟ ଉଦ୍ୟାନ । ୧୯୭୫ ମସିହାରେ ବନ୍ୟ ଜୀବ ଅଭୟାରଣ୍ୟ (୬୭୨ବର୍ଗ କି,ମି ) ଓ ୧୯୯୮ରେ ଜାତୀୟ ଉଦ୍ୟାନ (୧୪୫ ବର୍ଗ କି.ମି) ଘୋଷିତ ହେଲା । ୨୦୦୨ ମାସିହାରେରେ ଏହାକୁ ଆନ୍ତର୍ଜାତିକ ଆଦ୍ରର୍ଭୁମି ଘୋଷଣା ହୋଇଥିଲା ।[1]
Quick Facts ଭିତରକନିକା ଜାତୀୟ ଉଦ୍ୟାନ, ଅବସ୍ଥାନ ...
ଭିତରକନିକା ଜାତୀୟ ଉଦ୍ୟାନ | |
---|---|
IUCN Category II (National Park) | |
ଅବସ୍ଥାନ | ଓଡ଼ିଶା, ଭାରତ |
ପାଖ ସହର | କେନ୍ଦ୍ରାପଡ଼ାNearest city: କେନ୍ଦ୍ରାପଡ଼ା |
ଦିଗବାରେଣି | 20°45′N 87°0′E |
କ୍ଷେତ୍ରଫଳ | ୬୭୨ ବର୍ଗ କି.ମି. |
ସ୍ଥାପିତ | ୧୯୭୫ Established: ୧୯୭୫ |
ପରିଚାଳନା | ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ, ଭାରତ ସରକାର |
Close