ଭାରତ ସରକାର
From Wikipedia, the free encyclopedia
ଭାରତ ହେଉଛି ଏକ ସାର୍ବଭୌମ ଗଣତାନ୍ତ୍ରିକ ଦେଶ । ଭାରତର ଶାସନ ବ୍ୟବସ୍ଥାର ଭାର ଭାରତ ସରକାରଙ୍କ ଉପରେ ନ୍ୟସ୍ତ। ଦେଶର ସମ୍ବିଧାନ ଭାରତରେ ସଂଘୀୟ ଶାସନ ପରିଚାଳିତ। ସଂଘର ସର୍ବୋଚ୍ଚ ପ୍ରଧାନ ରାଷ୍ଟ୍ରପତି ଅଟନ୍ତି । ତାଙ୍କର ସହାୟତା ପାଇଁ ଉପରାଷ୍ଟ୍ରପତି ରହିଥାନ୍ତି ।
ଭାରତ ସରକାରର ତିନିଟି ମୁଖ୍ୟ ଅଙ୍ଗ ରହିଛି :