କେନ୍ଦ୍ରାପଡ଼ା ଜିଲ୍ଲା
ଓଡ଼ିଶାର ଏକ ଜିଲ୍ଲା(ତୁଳସୀ କ୍ଷେତ୍ର) / From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
Quick Facts କେନ୍ଦ୍ରାପଡ଼ା, ଦେଶ ...
କେନ୍ଦ୍ରାପଡ଼ା | |
---|---|
ଜିଲ୍ଲା | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଲୋକ ସଭା | କେନ୍ଦ୍ରାପଡ଼ା |
ଭାଷା | ଓଡ଼ିଆ, ଇଂରାଜୀ |
ବିଧାନ ସଭା | ୫ଟି ଆସନ
|
Population (୨୦୧୧) | |
• ଜିଲ୍ଲା | ୧୪୩୯୮୯୧ |
• Density | 545/km2 (1,410/sq mi) |
• Urban | ୮୩୫୪୦ |
• Rural | ୧୩୫୬୩୫୧ |
• ୬ ବର୍ଷରୁ କମ ଶିଶୁ | ୧୫୩୪୪୩ |
Time zone | IST (+୫.୩୦) |
ଡାକ କୋଡ଼ (ପିନ୍) | ୭୫୬ xxx |
ତାର (ଏସ୍.ଟି.ଡ଼ି) | ୦୬୭୮୨ |
ଯାନବାହାନ ପଞ୍ଚୀକରଣ | OD-29 |
ଜିଲ୍ଲାପାଳ | ଦେବେନ୍ଦ୍ର ପ୍ରସାଦ ଦାସ |
Website | Official website |
Close
କେନ୍ଦ୍ରାପଡ଼ା ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । କେନ୍ଦ୍ରାପଡ଼ା ଏହାର ପ୍ରଶାସନିକ ମୁଖ୍ୟାଳୟ । କେନ୍ଦ୍ରାପଡ଼ା ଜିଲ୍ଲା ସଦର ମହକୁମା ରାଜ୍ୟ ରାଜଧାନୀଠାରୁ ୮୫ କି.ମି. ଦୁରରେ ଅବସ୍ଥିତ ।