ଶୁକ୍ର (ସଂସ୍କୃତ ଶବ୍ଦ)
From Wikipedia, the free encyclopedia
ଶୁକ୍ର (ସଂସ୍କୃତ: शुक्र, Śukra) ଏକ ସଂସ୍କୃତ ଶବ୍ଦ ଓ ଏହାର ଅର୍ଥ "ସ୍ପଷ୍ଟ" କିମ୍ବା "ଉଜ୍ଜଳ" । ଏହାର ଅନ୍ୟ ଅର୍ଥ ମଧ୍ୟ ରହିଛି । ଯଥା ବୈଦିକ କାହାଣୀରେ ଅସୁରମାନଙ୍କୁ ପରାମର୍ଶ ଦେଉଥିବା ଋଷିମାନଙ୍କ ଏକ ପ୍ରାଚୀନ ବଂଶର ନାମ ।[1] ମଧ୍ୟଯୁଗୀୟ ପୁରାଣ ଏବଂ ହିନ୍ଦୁ ଜ୍ୟୋତିଷଶାସ୍ତ୍ରରେ ଏହି ଶବ୍ଦଟି ନବଗ୍ରହ ମଧ୍ୟରୁ ଏକ ଗ୍ରହ ଶୁକ୍ରକୁ ସୂଚିତ କରେ ।[2]