ରୁବୀ (ପ୍ରୋଗ୍ରାମିଂ ଭାଷା)
From Wikipedia, the free encyclopedia
ରୁବୀ ଏକ କଂପ୍ୟୁଟର ପ୍ରୋଗ୍ରାମିଂ ଭାଷା ଅଟେ । ଏହାକୁ ୧୯୯୦ର ମଧ୍ୟ ଭାଗରେ ଯୁକିହୀରୋ "ମାଜ୍" ମାସୁମୋଟୋ ଜାପାନରେ ତିଆରି କରିଥିଲେ । ରୁବୀ ପ୍ରୋଗ୍ରାମିଂ ଭାଷାର ସିଣ୍ଟାକ୍ସ୍ ଗୁଡ଼ିକ ପର୍ଲ ଦ୍ୱାରା ପ୍ରେରିତ ଅଟେ । ଏଥିରେ ଏଇଫିଲ୍ ଓ ଲିସପ୍ର ପ୍ରଭାବ ରହିଛି । ଏହା ବିଭିନ୍ମ ଢାଞ୍ଚାରେ ( Procedural, Object Oriented & Functional ) ପ୍ରୋଗ୍ରାମିଂ କରିବା ପାଇଁ ସାହାଯ୍ୟ କରେ | ରୁବୀ ଏକ Dynamically Typed (ଏଥିରେ variableକୁ ଦରକାର ସମୟରେ ଘୋଷଣା କରାଯାଇପାରେ ) ଭାଷା ଅଟେ | ଇଂରାଜୀରେ ବାକ୍ୟ ପଢ଼ିଲା ଭଳି ଏଥିରେ ପ୍ରୋଗ୍ରାମିଂ ଲେଖାଯାଏ , ତେଣୁ ପ୍ରୋଗ୍ରାମରଙ୍କୁ ଏହା ବହୁତ ସହଜ ଲାଗେ | ପ୍ରୋଗ୍ରାମରଙ୍କ ସୁବିଧା ପାଇଁ ( Garbage Collection & Just in time Compilation ) ଭଳି ତତ୍ତ୍ୱକୁ ବ୍ୟବହାର କରିଥାଏ |
- ଏହି ଲେଖାଟି ପ୍ରୋଗ୍ରାମିଂ ଭାଷା ବାବଦରେ । ଅନ୍ୟାନ୍ୟ ବିଷୟ ପାଇଁ, ରୁବୀ (ବହୁବିକଳ୍ପ) ପ୍ରସଙ୍ଗଟି ଦେଖନ୍ତୁ ।
Quick Facts ପାରାଡ଼ିଜିମ୍, ପ୍ରଥମେ ଦେଖାଯାଇଥିଲା ...
ପାରାଡ଼ିଜିମ୍ | multi-paradigm: object-oriented, imperative, functional, reflective |
---|---|
ପ୍ରଥମେ ଦେଖାଯାଇଥିଲା | 1995 |
ଡିଜାଇନ କରିଥିଲେ | Yukihiro Matsumoto |
ବିକାଶକ | Yukihiro Matsumoto, et al. |
ସ୍ଥାୟୀ ରିଲିଜ | 2.0.0-p353 (ନଭେମ୍ବର 22, 2013 (2013-11-22)) |
ଟାଇପିଂ ପଦ୍ଧତି | duck, dynamic |
ସୁଯୋଗ | lexical, sometimes dynamic |
ପ୍ରମୁଖ ବ୍ୟବହାର | Ruby MRI, YARV, Rubinius, MagLev, JRuby, MacRuby, RubyMotion, HotRuby, IronRuby, mruby |
ଏହାକୁ ପ୍ରଭାବିତ କରିଛନ୍ତି | Ada,[1] C++,[1] CLU,[2] Dylan,[2] Eiffel,[1] Lisp,[2] Perl,[2] Python,[2] Smalltalk[2] |
ଏହା ଦ୍ଵାରା ପ୍ରଭାବିତ ହୋଇଛନ୍ତି | D,[3] Elixir, Falcon, Fancy,[4] Groovy, Ioke,[5] Mirah, Nu,[6] Reia, potion, |
ଅପେରେଟିଂ ସିଷ୍ଟମ | Cross-platform |
ସତ୍ତ୍ଵ | Ruby License or BSD License[7][8] |
ଫାଇଲ ଏକ୍ସଟେନ୍ସନ୍ | .rb, .rbw |
ୱେବସାଇଟ | www |
|
Close