ମୋଗଲ ସାମ୍ରାଜ୍ୟ
From Wikipedia, the free encyclopedia
ମୋଗଲ ସାମ୍ରାଜ୍ୟ(୧୫୨୬-୧୮୫୭) ଏକ ମୁସଲମାନ୍ ତୁର୍କୀ-ମଙ୍ଗୋଲ୍ ସାମ୍ରାଜ୍ୟ ଥିଲା, ଯାହ ୧୫୨୬ରେ ଆରମ୍ଭ ହୋଇଥିଲା । ଯାହା ୧୫୨୬ ଖ୍ରୀ:ଅରେ ଆରମ୍ଭ ହୋଇ ୧୭୦୦ ଶତବ୍ଦୀ ଶେଷ ଓ ୧୮୦୦ଶତବ୍ଦୀ ଆରମ୍ଭ ପର୍ଯ୍ୟନ୍ତ ଭାରତୀୟ ଉପମହାଦ୍ୱୀପରେ ଶାସନ କରି ୧୯୦୦ ଶତବ୍ଦୀ ମଧ୍ୟ ଆଡକୁ ଶେଷ ହୋଇଥିଲା । ଏହି ସମୟରେ ଭାରତୀୟ ଉପମହାଦେଶର ଅଧିକାଂଶ ଭାଗକୁ ନିୟନ୍ତ୍ରଣାଧୀନ କରି ପୂର୍ବରେ ଆଧୁନିକ ବଙ୍ଗଳାଦେଶଠାରୁ ଆରମ୍ଭ କରି ପଶ୍ଚିମରେ ବଲୁଚିସ୍ତାନ ଓ ଉତ୍ତରରେ କାଶ୍ମୀରଠାରୁ ଆରମ୍ଭ କରି ଦକ୍ଷିଣରେ କାବେରୀ ଘାଟି ପର୍ଯ୍ୟନ୍ତ ନିଜ ସାମ୍ରାଜ୍ୟ ବିସ୍ତାର କରିଥିଲେ ।[1]
Quick Facts ରାଜଧାନୀ, ସାଧାରଣ ଭାଷା ...
MOGHUL EMPIRE سَلْطَنَة اَلْهِنْدِيَّة (ଅରବୀ) ସଲ୍ତନତ-ଅଲ-ହିନ୍ଦୀୟା بِلادِ هِنْدوسْتان (ଫାର୍ସୀ) ବିଲାଦ-ଇ-ହିନ୍ଦୋସ୍ତାନ مُغْلِیَہ سَلْطَنَت (ଉର୍ଦ୍ଦୁ) ମୁଗଲିୟା ସଲ୍ତନତ | |
---|---|
୧୫୨୬ – ୧୫୪୦ ୧୫୫୫ – ୧୮୫୭ | |
Flag | |
ବିସ୍ତୃତ ମୋଗଲ୍ ସାମ୍ରାଜ୍ୟର ଭୌଗୋଳିକ ମାନଚିତ୍ର | |
ରାଜଧାନୀ | ଆଗ୍ରା (୧୫୨୬–୧୫୭୧) ଫତେପୁର ସିକ୍ରି (୧୬୪୮–୧୮୫୭) |
ସାଧାରଣ ଭାଷା | ପାର୍ସୀ (ସରକାରୀ ଭାଷା), ଉର୍ଦ୍ଦୁ (ସାର୍ବଜନିକ ଭାଷା) |
ଧର୍ମ | ଇସଲାମ୍ (1526–1857) ଦିନ୍-ଏ-ଇଲାହୀ (1582–1605) |
Government | ରାଜତନ୍ତ୍ର ଶାସନ, ସଙ୍ଗଠିତ ରାଜ୍ୟ୍, ସଙ୍ଘିୟ ଶାସନ ବ୍ୟବସ୍ଥା |
ପ୍ରଥମ ଓ ଶେଷ ସମ୍ରାଟ | |
History | |
• ପ୍ରଥମ ପାନୀପଥ ଯୁଦ୍ଧ | ୨୧ ଅପ୍ରିଲ୍ ୧୫୨୬ |
• ସୂର ସମ୍ରାଟଙ୍କ ଆକ୍ରମଣ | ୧୫୪୦-୧୫୫୫ ମଧ୍ୟରେ |
• ଆଉରଙ୍ଗଜେବ୍ଙ୍କ ମୃତ୍ୟୁ | ୩ ମାର୍ଚ୍ଚ ୧୭୦୭ |
• ଦିଲ୍ଲୀ ଅବରୋଧ | ୨୧ ସେପ୍ଟେମ୍ବର ୧୮୫୭ |
କ୍ଷେତ୍ରଫଳ | |
3,200,000 km2 (1,200,000 sq mi) |
Close
୧୯୫୬ ମସିହାରେ ଜଲାଲୁଦ୍ଦୀନ୍ ମୋହମଦ୍ ଆକବର୍, ଯିଏ ମହାନ୍ ଆକବର ନାମରେ ପ୍ରସିଦ୍ଧ, ତାଙ୍କର ପଦଗ୍ରହଣ ସହିତ ଏହି ସାମ୍ରାଜ୍ୟର ଉକ୍ତୃଷ୍ଟ ସମୟ ଆରମ୍ଭ ହେଲା ଓ ସମ୍ରାଟ୍ ଆଉରଙ୍ଗଜେବଙ୍କ ନିଦ୍ଧନ ସହିତ ଶେଷ ହେଲା ।[2]