ଉଭୟ ବସ୍ତୁ ଓ ଶକ୍ତି (matter and energy) ଏହି ବିଶାଳ ବିଶ୍ୱର ସଂରଚନା କରନ୍ତି । ଆମେ ସମସ୍ତେ ଏହାର ଅଂଶ ବିଶେଷ ଅଟୁ ।
ବିଶ୍ୱର ସଂଜ୍ଞା[1] ଭିନ୍ନ ଭିନ୍ନ କ୍ଷେତ୍ରରେ ଅଲଗା ଭାବେ ପ୍ରକାଶ କରାଯାଇଥାଏ । ଏହା ପୃଥିବୀ , ସୌରଜଗତ , ସମଗ୍ର ଜୀବଜଗତ , ଛାୟାପଥ , ନକ୍ଷେତ୍ର , ଗ୍ରହାଣୁ ପୁଞ୍ଜର ସମାହାର ।