ଗିରିଜା ଦେବୀ
ଭାରତୀୟ ଶାସ୍ତ୍ରୀୟ ଗାୟିକା / From Wikipedia, the free encyclopedia
ଗିରିଜା ଦେବୀ (ଜନ୍ମ ୮ ମଇ ୧୯୨୯) ସେନୀୟା ଏବଂ ବନାରସ ଘରୋଇର ଏକ ପ୍ରସିଦ୍ଧ ଭାରତୀୟ ଶାସ୍ତ୍ରୀୟ ଗାୟିକା ଅଟନ୍ତି । ସେ ଶାସ୍ତ୍ରୀୟ ଏବଂ ଉପ-ଶାସ୍ତ୍ରୀୟ ସଙ୍ଗୀତ ଗାୟନ କରନ୍ତି । ଠୁମରୀ ଗାୟନକୁ ପରିସ୍କୃତ କରିବା ତଥା ଏହାକୁ ଲୋକପ୍ରିୟ ବନେଇବାରେ ତାଙ୍କର ବହୁତ ବଡ଼ ଯୋଗଦାନ ରହିଛି ।
Quick Facts ଗିରିଜା ଦେବୀ, Background information ...
ଗିରିଜା ଦେବୀ | |
---|---|
Background information | |
ଜନ୍ମ | (1929-05-08) ୮ ମଇ ୧୯୨୯ (ବୟସ ୯୫) Varanasi, United Provinces, British India |
ଶୈଳୀ | Hindustani classical music |
ବାଦ୍ୟଯନ୍ତ୍ର | vocal |
କାର୍ଯ୍ୟକାଳ | 1949–present |
Close
ଗିରିଜା ଦେବୀ ଙ୍କୁ ୨୦୧୬ ମସିହାରେ ପଦ୍ମ ବିଭୂଷଣ ଏବଂ ୧୯୮୯ ମସିହାରେ ଭାରତ ସରକାରଦ୍ୱାରା କଳା କ୍ଷେତ୍ରରେ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଥିଲା । ତାଙ୍କର ଜନ୍ମ ବନାରସ, ଉତ୍ତର ପ୍ରଦେଶରେ ହୋଇଥିଲା । [1][2]