ଏଡ଼ମୋଣ୍ଟୋସରସ ଆନେକ୍ଟିନ୍ସ
ଏକ ଡାଇନୋସର ପ୍ରଜାତି / From Wikipedia, the free encyclopedia
ଏଡ଼ମୋଣ୍ଟୋସରସ ଆନେକ୍ଟିନ୍ସ (English: Edmontosaurus annectens) ଡାଇନୋସର ବଂଶର ଜୀବ ଅଟେ ।[2] ଏହି ଜୀବଟି ବର୍ତ୍ତମାନ ବିଲୁପ୍ତ । ଏହାର ଜୀବାଶ୍ମ ଓ ଅବଶେଷ ଉତ୍ତର ଆମେରିକାରୁ ମିଳିଥିଲା ।[3]
Quick Facts ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ, ବାଇନୋମିଆଲ ନାମ ...
ଏଡ଼ମୋଣ୍ଟୋସରସ ଆନେକ୍ଟିନ୍ସ | |
---|---|
E. annectens skeleton on display at the Denver Museum of Nature and Science | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ମହାଶ୍ରେଣୀ: | ଟେଟ୍ରାପୋଡା |
ଗୋଷ୍ଠୀ: | ଡାଇନୋସରିଆ |
Order: | †Ornithischia |
Suborder: | †Ornithopoda |
Family: | †Hadrosauridae |
Subfamily: | †Saurolophinae |
Genus: | †Edmontosaurus |
ଜାତି: | †E. annectens |
ବାଇନୋମିଆଲ ନାମ | |
†Edmontosaurus annectens (Marsh, 1892 [originally Claosaurus]) | |
Synonyms | |
Species synonymy
|
Close
ଏହି ଡାଇନୋସରଟି କ୍ରେଟାସିଅସ ଯୁଗରେ ବାସ କରୁଥିଲା ।