ହମ୍ପି କୋନେରୁ
From Wikipedia, the free encyclopedia
ହମ୍ପି କୋନେରୁ , (ଜନ୍ମ ୩୧ ମାର୍ଚ ୧୯୮୭ , ବିଜଯବାଦାଠାରେ ) ଜଣେ ଭାରତୀୟ ମହିଳା ଚେସ ଖେଳାଳି । ସେ ଭାରତର ସର୍ବକନିଷ୍ଠ ମହିଳା ଗ୍ରାଣ୍ଡମାଷ୍ଟର । ସେ ୨୦୦୭ ମସିହାରେ ଆନ୍ତର୍ଜାତିକ ମହିଳା ଚେସରେ ୨୬୦୬ ରେଟିଙ୍ଗ ପାଏଣ୍ଟ ପାଇ ଶ୍ରେଷ୍ଠ ମହିଳା ଖେଳାଳି ଭାବରେ ବିବେଚିତ ହେଇଥିଲେ । .[1][2]
Quick Facts Humpy Koneru, ନାମ ...
Humpy Koneru | |
---|---|
ନାମ | Koneru Humpy |
ଦେଶ | India |
ଜନ୍ମ | (1987-03-31) ୩୧ ମାର୍ଚ୍ଚ ୧୯୮୭ (ବୟସ ୩୭) Vijayawada, Andhra Pradesh, India |
ଉପାଧୀ | Grandmaster |
ଫିଡେ ମାନ୍ୟତା | 2597 (ମଇ ୨୦୨୪) |
ସର୍ବଶ୍ରେଷ୍ଠ ରେଟିଂ | 2623 (July 2009) |
Close
୨୦୦୩ ମସିହାରେ ସେ ମାତ୍ର ୧୫ ବର୍ଷ ବୟସରେ ମହିଳା ଗ୍ରାଣ୍ଡମାଷ୍ଟର ଉପାଧି ପାଇ ଯୁଡିଥ ପୋଲାଗାରଙ୍କ ରେକର୍ଡ ଭାଙ୍ଗିଥିଲେ । ପରେ ୨୦୦୮ ମସିହାରେ ଚୀନର ହାଉ ୟିଫାନ ସେହି ରେକର୍ଡ ଭାଙ୍ଗି ଥିଲେ । ;[3]