ସୂର୍ଯ୍ୟବର୍ମନ ୨
ଖେମର ସାମ୍ରାଜ୍ୟର ରାଜା / From Wikipedia, the free encyclopedia
ସୂର୍ଯ୍ୟବର୍ମନ ୨ (Khmer: សូរ្យវរ្ម័នទី២) ଯିଏକି ମୃତ୍ୟୁ ପରେ ପରମବିଷ୍ଣୁଲୋକ ଭାବରେ ନାମିତ ହୋଇଥିଲେ, ଜଣେ ଖେମର ସାମ୍ରାଜ୍ୟର ରାଜା ଥିଲେ । ସେ ୧୧୧୩ ଶତାବ୍ଦୀରୁ ୧୧୪୫-୧୧୫୦ ମଧ୍ୟରେ ରାଜତ୍ୱ କରିଥିଲେ । ସେ ତାଙ୍କର ରାଜତ୍ୱ ସମୟରେ ଅଙ୍ଗୋର ବାଟର ନିର୍ମାଣ କରିଥିଲେ । ଅଙ୍ଗୋକର ବାଟ ହେଉଛି ଦୁନିଆର ସବୁଠୁ ବଡ଼ ଧାର୍ମିକ ପୀଠ ଯାହାକୁ ସେ ଭଗବାନ ବିଷ୍ଣୁଙ୍କୁ ସମର୍ପିଥିଲେ । ତାଙ୍କର ଶାସନକାଳରେ ବିଶାଳ ବାସ୍ତୁକଳା, ଅସାଧ୍ୟ ସୈନ୍ୟଚାଳନା ତଥା ବଳିଷ୍ଠ ଏବଂ ସୁଶାସନ ପାଇଁ ସେ ଇତିହାସ ଫର୍ଦ୍ଦରେ ଖେମର ସାମ୍ରାଜ୍ୟର ଶ୍ରେଷ୍ଠ ରାଜା ଭାବରେ ସ୍ଥାନ ପାଇଛନ୍ତି ।
Quick Facts ସୂର୍ଯ୍ୟବର୍ମନ ୨, ଶାସନକାଳ ...
ସୂର୍ଯ୍ୟବର୍ମନ ୨ | |
---|---|
ଖେମର ସାମ୍ରାଜ୍ୟର ରାଜା | |
ଅଙ୍ଗକୋର ବାଟରେ ରାଜା ସୂର୍ଯ୍ୟବର୍ମନଙ୍କ ବିଷୟରେ ଉଲ୍ଲେଖ କରାଯାଇଛି । | |
ଶାସନକାଳ | ୧୧୧୩-୧୧୪୫/୧୧୫୦ |
ପୂର୍ବାଧିକାରୀ | ଧରାଇନ୍ଦ୍ରବର୍ମନ ୧ |
ଉତ୍ତରାଧିକାରୀ | ଧରାଇନ୍ଦ୍ରବର୍ମନ ୨ |
ସମ୍ପୂର୍ଣ୍ଣ ନାମ | |
ସୂର୍ଯ୍ୟବର୍ମନ | |
Posthumous name | |
ପରମବିଷ୍ଣୁଲୋକ | |
ବାପା | କ୍ଷତିନ୍ଦ୍ରାଦିତ୍ୟ |
ମାଆ | ନରେନ୍ଦ୍ରଲକ୍ଷ୍ମୀ |
ଜନ୍ମ | ୧୧ଶହ ଶତାବ୍ଦୀ ଅଙ୍ଗକୋର |
ମୃତ୍ୟ | ୧୧୪୫/୧୧୫୦ ଅଙ୍ଗକୋର |
ଧର୍ମ | ବୈଷ୍ୟ (ହିନ୍ଦୁ ଧର୍ମ) |
Close