ଶକ ପଞ୍ଜିକା
ଭାରତର ରାଷ୍ଟ୍ରୀୟ ପଞ୍ଜିକା / From Wikipedia, the free encyclopedia
ଶକ ପଞ୍ଜିକା ବା ଶଳିବାହନ ଶକ ପଞ୍ଜିକା ଭାରତର ରାଷ୍ଟ୍ରୀୟ ପଞ୍ଜିକା ଅଟେ । ଆକାଶବାଣୀ, ସରକାରୀ ଦସ୍ତାବିଜ, ସୂଚନା ଏବଂ ସରକାରୀ ପଞ୍ଜିକାରେ ଏହି ପଞ୍ଜିକା ବ୍ୟବହୃତ ହୋଇଥାଏ ।[1]