ଲିୱିସ କାରୋଲ
ପ୍ରଖ୍ୟାତ ଫାଣ୍ଟାସୀ ଲେଖକ,ଗଣିତଜ୍ଞ, ତର୍କବିତ, ଫଟୋଗ୍ରାଫର / From Wikipedia, the free encyclopedia
ଲିୱିସ କାରୋଲ ଓରଫ ଚାର୍ଲସ ଲୁଚୱିଜ ଡ଼ଜସନ (/ˈtʃɑːrlz ˈlʌtwɪdʒ ˈdɒdsən/;[1][2][3] (୧୮୩୨/ଜାନୁଆରୀ ୨୭ - (୧୮୯୮/ଜାନୁଆରୀ ୧୪)ଙ୍କୁ ବ୍ରିଟେନର ଜଣେ ପ୍ରଖ୍ୟାତ ଫାଣ୍ଟାସୀ ଲେଖକ ବୋଲି କୁହାଯାଇଥାଏ । କିନ୍ତୁ ସେ ନିଜକୁ କେବଳ ଲେଖକ ଭାବେ ସୀମିତ ରଖି ନ ଥିଲେ । ସେ ଏକାଧାରରେ ଥିଲେ ଜଣେ ଲେଖକ , ଗଣିତଜ୍ଞ , ତର୍କବିତ ଏବଂ ଫଟୋଗ୍ରାଫର । ତାଙ୍କର ରଚନା ବଳି ମଧ୍ୟରେ ରହିଛି - ଆଲାଇସ'ଭେଞ୍ଚର୍ ଇନ୍ ୱଣ୍ଡରଲ୍ୟାଣ୍ଡ , ଥ୍ରୋ ଦି ଲୁକିଂ ଗ୍ଲାସ , ଦି ହଣ୍ଟିଂ ଅଫ୍ ଦି ସ୍ନାର୍କ । ବିଶେଷକରି ଫାଣ୍ଟାସୀ ସୃଷ୍ଟିକରି ସେ ବିଶ୍ୱରେ ନିଜର ନାମକୁ ଏକ ସ୍ୱତନ୍ତ୍ର ପର୍ଯାୟକୁ ନେଇ ପାରିଥିଲେ । ତାଙ୍କର ରଚନାବଳୀ ସବୁର ବିଜ୍ଞାନଠାରୁ ଆରମ୍ଭ କରି ଲୋକକଥା , ଗାଣିତିକ ତତ୍ତ୍ୱ ପୁଣି ତର୍କର ସ୍ପର୍ଶ ଦେଖିବାକୁ ମିଳିଥାଏ ।
Quick Facts ଲିୱିସ କାରୋଲ, ଜନ୍ମ ଓ ଜନ୍ମସ୍ଥାନ ...
ଲିୱିସ କାରୋଲ | |
---|---|
ଜନ୍ମ ଓ ଜନ୍ମସ୍ଥାନ | Charles Lutwidge Dodgson (1832-01-27)୨୭ ଜାନୁଆରୀ ୧୮୩୨ Daresbury, Cheshire, England |
ମୃତ୍ୟୁ | ୧୪ ଜାନୁଆରୀ ୧୮୯୮(1898-01-14) (ବୟସ ୬୫) Guildford, Surrey, England |
ବୃତ୍ତି | Writer, mathematician, Anglican cleric, photographer, artist |
ଜାତୀୟତା | British |
ଶୈଳୀ | Children's literature, fantasy literature, mathematical logic, poetry, literary nonsense, linear algebra, voting theory |
ସାହିତ୍ୟ କୃତି | Alice's Adventures in Wonderland, Through the Looking-Glass, The Hunting of the Snark, Jabberwocky, Curiosa Mathematica, Part I: A New Theory of Parallels, Curiosa Mathematica, Part II: Pillow Problems, "The Principles of Parliamentary Representation" |
ଦସ୍ତଖତ |
Close