ଯମ
ମୃତ୍ୟୁର ଦେବତା / From Wikipedia, the free encyclopedia
ହିନ୍ଦୁ ଧର୍ମ ଅନୁସାରେ ଯମ ହେଉଛନ୍ତି ମୃତ୍ୟୁର ଦେବତା।.[2] ଯମଙ୍କୁ ହିନ୍ଦୁ ଧର୍ମରେ ବିଭିନ୍ନ ଭୁମିକାରେ ଦର୍ଶାଯାଇଥାଏ। ପୁରାଣ ରେ ଯମଙ୍କୁ ସଦାବେଳେ ନ୍ୟାୟ ଓ ଧର୍ମର ଦେବତା ଭାବେ ପୂଜା କରାଯାଇଥାଏ କିମ୍ବା ବର୍ଣନ କରାଯାଇଥାଏ।[3]
Quick Facts ଯମ, Devanagari ...
ଯମ | |
---|---|
ମୃତ୍ୟୁ | |
Devanagari | यम |
Affiliation | ଦେବତା |
ଲୋକ | ନର୍କ |
ଗ୍ରହ | Pluto |
Mantra | ଓଁ ସୁର୍ଯ୍ୟ ପୁତ୍ରାୟଃ ବିଦମହେ ମାହାକାଳାୟ ଧିମୟୀ ତନୋ ଯମ ପ୍ରଚୋଦୟାତ।[1] |
Weapon | ଦଣ୍ଡ |
Mount | ମଇଁଷି |
Close
ଯମଙ୍କ ବିବରଣୀ ବୁଦ୍ଧ ଧର୍ମରେ ମଧ୍ୟ ଅଛି। ବୁଦ୍ଧ ଧର୍ମରେ ଯମଙ୍କୁ ବିଭିନ୍ନ କାହାଣୀରେ ବର୍ଣ୍ଣନା କରାଯାଇଛି।[4]