ମୂଷାକାନୀ
From Wikipedia, the free encyclopedia
ମୂଷାକାନୀ ଏକ ଲତା ଜାତୀୟ ଉଦ୍ଭିଦ। [2] ଏହା କେବଳ ଭୂମି ଉପରେ ଲଟାଇ ମାଡ଼ିଥାଏ, ଅନ୍ୟ ତରୁ ଉପରେ ମାଡ଼ିବାର କ୍ଷମତା ଏହାର ନାହିଁ । ଏହା କ୍ଷୁଦ୍ର ଗଛରେ ଗଣା ହୋଇଥାଏ । ଏହାର ପତ୍ର ଗୁଡ଼ିକ ମୂଷାକାନ ପରି ଦିଶୁଥିବାରୁ ଏହାକୁ ମୂଷାକାନୀ କୁହାଯାଏ। ଏହା ପଡ଼ିଆ ଓ ବାଡ଼ମୂଳରେ ଜନ୍ମେ । ଗାଈଆଳ ପିଲାମାନେ ଏହାକୁ ଚୋବାଇ ପାଟି ନାଲି କରିଥାନ୍ତି। ଏହା ମୂଷା କାମୁଡ଼ାର ବିଷ ନାଶକ ଓ ବ୍ରଣ ଓ ନେତ୍ର ରୋଗରେ ଲାଭକାରୀ ।[3]
Quick Facts ମୂଷାକାନୀ, ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ ...
ମୂଷାକାନୀ | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଅଶ୍ରେଣୀକୃତ: | Asterids |
ଗଣ: | Solanales |
କୁଳ: | Convolvulaceae |
ଗୋଷ୍ଠୀ: | Ipomoeeae |
ପ୍ରଜାତି: | Ipomoea L. 1753[1] |
Species | |
More than 500 | |
Synonyms | |
Acmostemon Pilg. |
Close