ମହାଦେଶ
From Wikipedia, the free encyclopedia
ମହାଦେଶ କେତେଗୁଡ଼ିଏ ଦେଶକୁ ନେଇ ତିଆରି । ପୃଥିବୀରେ ୭ଟି ମହାଦେଶ ଅଛି । ଆୟତନ ଅନୁସାରେ ମହାଦେଶଗୁଡ଼ିକ ହେଲେ: ଏସିଆ, ଆଫ୍ରିକା, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଇଉରୋପ, ଆଣ୍ଟର୍କଟିକା ଓ ଅଷ୍ଟ୍ରେଲିଆ ।[1]