ଭାରତ ର ୧୦ ଲକ୍ଷ ରୁ ଉର୍ଦ୍ଧ ଲୋକସଂଖ୍ୟା ବିଶିଷ୍ଟ ମହାନଗର ସବୁ ର ତାଲିକା
From Wikipedia, the free encyclopedia
ଭାରତ ଏକ ପୂର୍ବ ଏସିଆ ଦେଶ । ଏହା ଭୌଗୋଳିକ ଆୟତନ ଦୃଷ୍ଟିରୁ ବିଶ୍ୱର ସପ୍ତମ ବୃହତ ଦେଶ ତଥା ଜଣ ସଂଖ୍ୟା ଦୃଷ୍ଟିରୁ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ । ଏହାର ଲୋକ ସଂଖ୍ୟା ପ୍ରାୟ ୧୨୦ କୋଟି । ଭାରତରେ ୨୯ଟି ରାଜ୍ୟ ଓ ୭ଟି ଇଉନିୟନ ଟେରିଟରୀ ରହିଛି । ଏହା ବିଶ୍ୱର ୧୭.୫ % ଲୋକଙ୍କ ଗୃହ । [1]