ଭାରତୀୟ ବାୟୁସେନା
From Wikipedia, the free encyclopedia
ଭାରତୀୟ ବାୟୁସେନା ବା Indian Air Force (IAF; Devanāgarī: भारतीय वायु सेना, Bhartiya Vāyu Senā) ଭାରତୀୟ ସଶସ୍ତ୍ର ବାହିନୀର ଏକ ଅଂଗ। ଭାରତୀୟ ଆକାଶ କ୍ଷେତ୍ରର ସୁରକ୍ଷା ଓ ସଂଘର୍ଷ ସମୟରେ ଆକାଶ ପଥରେ ଯୁଦ୍ଧ କରିବା ହେଉଛି ଏହାର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ। ଏହା ବିଧିବଦ୍ଧ ଭାବରେ ୮ ଅକ୍ଟୋବର ୧୯୩୨ରେ ବ୍ରିଟିଶ ରାଜତ୍ୱ ଅଧିନରେ ସ୍ଥାପିତ ହୋଇଥିଲା। ଏହାକୁ ରାଜକୀୟ ବାୟୁସେନାର ଉପାଧି ୧୯୪୫ରେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଅବଦାନ ପାଇଁ ମିଳିଥିଲା। ୧୯୪୭ରେ ଭାରତ ସ୍ୱାଧୀନ ହେଲାପରେ ଏହି ଉପଢୌକନକୁ ବାହାର କରିଦିଆଯାଇଥିଲା।
Quick Facts ଭାରତୀୟ ବାୟୁସେନା (Bharatiya Vayusena), Founded ...
ଭାରତୀୟ ବାୟୁସେନା (Bharatiya Vayusena) | |
---|---|
Founded | 15 August 1947 – present |
Country | India |
Type | Airforce |
Size | 127,000 active personnel 1588 aircraft |
Part of | Ministry of Defence Indian Armed Forces |
Headquarters | ନୂଆ ଦିଲ୍ଲୀ, ଭାରତ |
Motto | Touch the sky with Glory |
Colours | Navy blue, Sky blue, White |
Engagements | Notable Operations
|
Close