ଭାଟିକାନ ସିଟିର ରାଷ୍ଟ୍ରମୁଖ୍ୟଙ୍କ ତାଲିକା
From Wikipedia, the free encyclopedia
ଛାଞ୍ଚ:Politics of the Vatican City
- ଏହି ଲେଖାଟି sovereigns of Vatican City State since its creation ବାବଦରେ । a list of popes since the 1st Century, List of popes ପ୍ରସଙ୍ଗଟି ଦେଖନ୍ତୁ ।
ଭାଟିକାନ ସିଟିର ୧୯୨୯ ରେLateran Treaty ଅନୁସାରେ ଏକ ସ୍ୱତନ୍ତ୍ର ଦେଶର ମର୍ଯ୍ୟାଦା ପାଇଲା । ତେବେ ଏଠାରେ ଗଣତନ୍ତ୍ର ପରି ନିର୍ବାଚନ କିମ୍ବା ରାଜତନ୍ତ୍ର ପରି ରାଜା ନ ରହି ଏହାର ମୁଖ୍ୟ ହିସାବରେ ଖ୍ରୀଷ୍ଟିୟାନ ଧର୍ମର ମୁଖ୍ୟ ପୋପ ହିଁ ରହନ୍ତି । ବର୍ତ୍ତମାନ ୧୩ ମାର୍ଚ , ୨୦୧୩ରୁ ପୋପ ଫ୍ରାନସିସ ଆସନ ଗ୍ରହଣ କଳା ପରେ ସେ ଭାଟିକାନ ସିଟିର ମଧ୍ୟ ମୁଖ୍ୟ ଶାସକ ଭାବରେ କାର୍ଯ୍ୟ କରାଉଛନ୍ତି ।