ବୁଢ଼ାନୀଳକଣ୍ଠ ମନ୍ଦିର
ଏହା ଏକ ଖୋଲା ହିନ୍ଦୁ ମନ୍ଦିର ଯାହା ନେପାଳର ବୁଢ଼ାନୀଳକଣ୍ଠ ସ୍ଥାନରେ ଅବସ୍ଥିତ ଓ ଭଗବାନ ବିଷ୍ଣୁଙ୍କୁ (Mahavishnu) ସମର / From Wikipedia, the free encyclopedia
ବୁଢ଼ାନୀଳକଣ୍ଠ ମନ୍ଦିର, ଏକ ଖୋଲା ହିନ୍ଦୁ ମନ୍ଦିର ଯାହା ନେପାଳର ବୁଢ଼ାନୀଳକଣ୍ଠ ସ୍ଥାନରେ ଅବସ୍ଥିତ ଓ ଭଗବାନ ବିଷ୍ଣୁଙ୍କୁ (Mahavishnu) ସମର୍ପିତ । ଏହି ମନ୍ଦିରକୁ ନାରାୟଣଥାନ ମନ୍ଦିର ମଧ୍ୟ କୁହାଯାଏ ଯେଉଁଠାରେ ଶାୟିତ ଅବସ୍ଥାରେ ବିଷ୍ଣୁ ପ୍ରତିମାଙ୍କୁ ପୂଜା କରାଯାଏ ।
Quick Facts ବୁଢ଼ାନୀଳକଣ୍ଠ ମନ୍ଦିର, Religion ...
ବୁଢ଼ାନୀଳକଣ୍ଠ ମନ୍ଦିର | |
---|---|
बुढानिलकण्ठ मन्दिर | |
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | କାଠମାଣ୍ଡୁ |
ଦେବାଦେବୀ | Lord Vishnu |
Location | |
ସ୍ଥାନ | Budanilkantha |
Country | ନେପାଳ |
Length | 5 metres |
Close