ଫ୍ରାଙ୍କଲିନ ଡି ରୁଜଭେଲଟ
ଆମେରିକାର ୩୨ଶ ରାଷ୍ଟ୍ରପତି / From Wikipedia, the free encyclopedia
ଫ୍ରାଙ୍କଲିନ ଡି॰ରୁଜଭେଲଟ ( ଜାନୁୟାରୀ ୩୦ , ୧୮୮୨-ଏପ୍ରିଲ ୧୨, ୧୯୪୫ ) , ଜଣେ ଆମେରିକୀୟ ନାଗରିକ ତଥା ରାଜନୈତିକ ନେତା , ଯିଏ ଆମେରିକା ଯୁକ୍ତରାଷ୍ଟ୍ରର ୩୨ ତମ ରାଷ୍ଟ୍ରପତି ଭାବରେ ୧୯୩୩ରୁ ୧୯୪୫ ପର୍ଯ୍ୟନ୍ତ ଥିଲେ । ଜଣେ ଗଣତନ୍ତ୍ର ବାଦୀ ଭାବରେରେ ରେକର୍ଡ ଚତୁର୍ଥ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେଇଥିଲେ ଏବଂ ୧୯୩୨ ପରେ ସେ ତାଙ୍କ ଦଳର ଅପ୍ରତିଦ୍ୱନ୍ଦୀ ନେତା ଭାବରେ ରହିବା ସହ ବିଂଶ ଶତାବ୍ଦୀର ମଧ୍ୟ ଭାଗରେ ସାରା ପୃଥିବୀର ଜଣେ କେନ୍ଦ୍ରୀୟ ବ୍ୟକ୍ତିତ୍ୱ ରହିଥିଲେ । ସେହି ସମୟ ମଧ୍ୟରେ ବିଶ୍ୱବ୍ୟାପି ଅର୍ଥନୈତିକ ମାନ୍ଦା ଅବସ୍ଥା ତଥା ସମ୍ପୂର୍ଣ୍ଣ ଯୁଦ୍ଧ ପରିସ୍ଥିତିରେ ଯୁକ୍ତରାଷ୍ଟ୍ର ଆମେରିକାକୁ ଦୃଢ଼ ନେତୃତ୍ୱ ଦେଇ ପାରିଥିଲେ । ତାଙ୍କ ପ୍ରାୟୋଜିତ ଉପଶମ , ପୁନରୁଦ୍ଧାର ଏବଂ ସଂସ୍କାର କାର୍ଯ୍ୟକ୍ରମ ଯାହା " ନୂତନ ବ୍ୟବସ୍ଥା " ଭାବରେ ପରିଚିତ ଥିଲା , ସେଥିରେ ସାଯୁକ୍ତ ସରକାର ରାଷ୍ଟ୍ରର ଅର୍ଥନୀତି ସହିତ ବିସୃତ ଭାବରେ ଜଡ଼ିତ କରି ଥିଲେ । ଡେମୋକ୍ରାଟ ଦଳର ଜଣେ ପ୍ରଭାବଶାଳି ନେତା ହିସାବରେ ସେ ମିଳିତ ଶ୍ରମିକ ସଂଘ , ଗୋରା ମୂଳ ଅଧିବାସୀ , ଆଫ୍ରିକୀୟ ଆମେରିକାନ , ଉତ୍ତରାଞ୍ଚଳ ଆମେରିକାର ଗ୍ରାମୀଣ ଗୋରା ଅଧିବାସୀ ସମସ୍ତଙ୍କୁ ଏକଜୁଟ କରି ଏକ ' ନୂତନ ବ୍ୟବସ୍ଥାପିତ ସଂଘ ' ଗଠନ କରିଥିଲେ , ଯାହାକି ଡେମୋକ୍ରାଟ ଦଳର ପୂର୍ଣା ସମର୍ଥନ ହାସଲ କରିଥିଲା । ତାଙ୍କ ସମୟକାଳ ମଧ୍ୟରେ ଆମେରିକୀୟ ରାଜନୀତିରେ ପୁନଃ - ସମୀକରଣ ଘଟି ' ପଞ୍ଚମ ଦଳୀୟ ବ୍ୟବସ୍ଥା 'ର ଅୟମାରମ୍ଭ ହେଇ ବିଂଶ ଶତାବ୍ଦୀର ତୃତୀଯାଂଶରେ ଆମେରିକୀୟ ଉଦରବାଦୀତ୍ୱର ବିସ୍ତାର ହେଇଥିଲା ।
- Anna Eleanor Roosevelt (May 3, 1906 – December 1, 1975)
- James Roosevelt II (December 23, 1907 – August 13, 1991)
- Franklin Roosevelt (March 18, 1909 – November 7, 1909)
- Elliott Roosevelt (September 23, 1910 – October 27, 1990)
- Franklin Delano Roosevelt, Jr. (August 17, 1914 – August 17, 1988)
- John Aspinwall Roosevelt II (March 13, 1916 – April 27, 1981)
- The birthplace of FDR at Springwood.
- Roosevelt sailing with half-niece Helen and father James, 1899.
- Franklin and Eleanor at Campobello Island, Canada, in 1904.
- Franklin and Eleanor Statues at FDR National Historic Site in Hyde Park, New York.
- Franklin (left) with nephew Tadd (middle) and niece Helen (right) in January 1889.