ନାସା
From Wikipedia, the free encyclopedia
ନ୍ୟାସନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ ଆଡମିନିଷ୍ଟ୍ରେସନ (ଇଂଗ୍ରାଜୀ: National Aeronautics and Space Administration) (NASA) ସଂଯୁକ୍ତ ରାଜ୍ୟ ଆମେରିକାର ସଂଘୀୟ ସରକାରର ଏକ ସ୍ୱତନ୍ତ୍ର ଏଜେନ୍ସି ଅଟେ ଯାହା ଅନ୍ତରୀକ୍ଷ ଅନ୍ୱେଶଣ ଏବଂ ଏରୋନଟିକ୍ସ, ବୀମାନର ସଞ୍ଚାଳନ ଓ ଡିଜାଇନିଙ୍ଗରେ ସମ୍ବନ୍ଧିତ ହୋଇଥାଏ । ନାସା ପାଖେ ବହୁ ସଫଳ ମିଶନ ରହିଛି, ଉଦାହରଣ: ଆଇଏସେସ ଓ ଆପୋଲ ୧୧, ଯିଏ ୧୯୬୯ ମସିହାରେ ଚନ୍ଦ୍ରମାରେ ପ୍ରଥମ ମଣିଷ ରଖିଥିଲା । ନାସାକୁ ୨୯ ଜୁଲାଇ, ୧୯୫୮ ମସିହାରେ ଆରମ୍ଭ କରାଯାଇଥିଲା ।[5] ନାସାର ଆଦର୍ଶ ବାକ୍ୟ ହେଉଛି : "ସଭିଙ୍କ ଲାଭ ପାଇଁ" । ଏପ୍ରିଲ ୨୦୧୮ ମସିହାରେ ନାସାର ବର୍ତ୍ତମାନ ପ୍ରଶାସକ Jim Bridenstine (ଜିମ ବ୍ରିଡେନଷ୍ଟାଇନ) ଅଟନ୍ତି ।
Quick Facts ନାସା, Agency overview ...
ନାସା | |
---|---|
ମୋହର | |
ନାସାର ପ୍ରତୀକ ଚିହ୍ନ | |
Agency overview | |
Formed | ଜୁଲାଇ 29, 1958; 65 years ago (1958-୦୭-29) |
Preceding Agency | National Advisory Committee for Aeronautics (NACA) (1915 – 1958)[1] |
Jurisdiction | ସଂଯୁକ୍ତ ରାଜ୍ୟ ଆମେରିକାର ସଂଘୀୟ ସରକାର |
Headquarters | Two Independence Square, ୱାସିଙ୍ଗଟନ, D.C., United States 38°52′59″N 77°0′59″W |
Motto | For the Benefit of All[2] |
Employees | 17,219 (2019)[3] |
Annual budget | US$୨୧.୫ billion (2019)[4] |
Agency executives | Jim Bridenstine, ନାସାର ପ୍ରସାଶକ James Morhard, ନାସାର ଉପ-ପ୍ରସାଶକ Jeff DeWit, ମୁଖ୍ୟ ଆର୍ଥିକ ଅଫିସର |
Website | |
NASA.gov |
Close