ନବକଳେବର ୨୦୧୫
From Wikipedia, the free encyclopedia
ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ପୁରୁଣା ଶରୀର ତ୍ୟାଗ କରି ନୂତନ ଶରୀର ଧାରଣ କରିବାକୁ ନବକଳେବର କୁହାଯାଇଥାଏ । ବିଧି ଅନୁସାରେ ଯେଉଁ ବର୍ଷ ଓଡ଼ିଆ ପାଞ୍ଜିରେ ବର୍ଷକୁ ଦୁଇଟି ଆଷାଢ଼ ମାସ ବା ଯୋଡ଼ା ଆଷାଢ଼ ପଡେ, ସେଇ ବର୍ଷ ମହାପ୍ରଭୁଙ୍କ ନବକଳେବର ହୋଇଥାଏ। ଏଥି ପୂର୍ବରୁ ଶ୍ରୀଜିଉମାନଙ୍କର ନବକଳେବର ୧୯୯୬ ମସିହାରେ ହେଇଥିଲା।
Quick Facts ନବକଳେବର, ଆରମ୍ଭ ...
ନବକଳେବର | |
---|---|
ଆରମ୍ଭ | ଚୈତ୍ରମାସ ଶୁକ୍ଳପକ୍ଷ ଦଶମୀ (୨୯ ମାର୍ଚ୍ଚ ୨୦୧୫) |
ଶେଷ | ଆଷାଢ଼ ଅମାବାସ୍ୟା (୧୭ ଜୁଲାଇ ୨୦୧୫) |
ଘନତା | ୧୯/ ୧୨/ ୮ ବର୍ଷ |
ସ୍ଥାନ | ପୁରୀ ଓ ଅନ୍ୟାନ୍ୟ ଜଗନ୍ନାଥ ମନ୍ଦିର |
ଉଦଘାଟନ ହେଲା | ୧୭୩୩ |
ଯୋଗଦାନକାରୀ | ଭକ୍ତ |
ଯୋଗଦାନ | ୫୦ଲକ୍ଷ |
ପ୍ରକାର | ଧାର୍ମିକ |
ଅଟକଳ | ୧,୩୦୦ କୋଟି |
ପୁରୋଧା | ଗଜପତି ମହାରାଜା ପୁରୀ |
ବେବସାଇଟ | http://nabakalebara.nic.in/index.php |
Close