ଧ୍ୟାନଚାନ୍ଦ
From Wikipedia, the free encyclopedia
ଧ୍ୟାନ ଚାନ୍ଦ (୨୯ ଅଗଷ୍ଟ ୧୯୦୫ - ୩ ଡିସେମ୍ବର, ୧୯୭୯) ଜଣେ ଭାରତୀୟ ହକି ଖେଳାଳି ଓ ଅଧିନାୟକ ଥିଲେ । ହକି ଖେଳରେ ବିଶ୍ୱର ଜଣେ ସର୍ବକାଳୀନ ଶ୍ରେଷ୍ଠ ଖେଳାଳି ଭାବେ ତାଙ୍କର ମାନ୍ୟତା ରହିଛି । [3] ତାଙ୍କର ଅସାଧାରଣ ହକିଷ୍ଟିକ ଚାଳନା ବଳରେ ଭାରତ ଏକଦା ବିଶ୍ୱ ହକିରେ ଆଧିପତ୍ୟ ବିସ୍ତାର କରିଥିଲା । ତାଙ୍କର କ୍ରିଡ଼ାନୈପୁଣ୍ୟ, ଏକାଗ୍ରତା ଓ ଖେଳରେ ଗୋଲସଂଖ୍ୟାକୁ ଦେଖି କ୍ରିକେଟ କିମ୍ବଦନ୍ତୀ ଡନ ବ୍ରାଡ଼ମ୍ୟାନ ଥରେ ଟିପ୍ପଣୀ ଦେଇଥିଲେ ଯେ, କ୍ରିକେଟରେ ରନ ସଂଗ୍ରହ କରିବା ଭଳି ଧ୍ୟାନଚାନ୍ଦ ହକିରେ ଗୋଲସ୍କୋର କରନ୍ତି ।[4] ମାତ୍ର ୧୭ ବର୍ଷ ବୟସରେ ସେ ପଞ୍ଜାବ ରେଜିମେଣ୍ଟରେ ଯୋଗଦେଇ ହକି ତାଲିମ ନେଇଥିଲେ । ସୈନ୍ୟବାହିନୀରେ ଚାକିରୀରେ ଥାଇ ସେ ୧୯୨୬ରେ ନ୍ୟୁଜିଲାଣ୍ଡ ଗ୍ରସ୍ତ କରିଥିଲେ । ସେଠାରେ ସେ ନିଜର ଶହେତମ ଗୋଲ କରିଥିଲେ ।
Quick Facts ବ୍ୟକ୍ତିଗତ ସୂଚନା, ଜନ୍ମ ...
ବ୍ୟକ୍ତିଗତ ସୂଚନା | |||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ଜନ୍ମ |
(1905-08-29)୨୯ ଅଗଷ୍ଟ ୧୯୦୫
ଆଲାହାବାଦ,[2] ଉତ୍ତର ପ୍ରଦେଶ | ||||||||||||||||||||||
ମୃତ୍ୟୁ |
୩ ଡିସେମ୍ବର ୧୯୭୯(1979-12-03) (ବୟସ ୭୪) ଦିଲ୍ଲୀ, ଭାରତ | ||||||||||||||||||||||
ଉଚ୍ଚତା | 5 ft 7 in (170 cm) | ||||||||||||||||||||||
Playing position | Forward | ||||||||||||||||||||||
Senior career | |||||||||||||||||||||||
Years | Team | Apps | (Gls) | ||||||||||||||||||||
୧୯୨୧-୧୯୫୬ | ଭାରତୀୟ ସେନାବାହିନୀ | ||||||||||||||||||||||
National team | |||||||||||||||||||||||
୧୯୨୬-୧୯୪୮ | India | {{{nationalcaps(goals)1}}} | |||||||||||||||||||||
Medal record
|
Close