ଦିଲୱାରା ମନ୍ଦିର
From Wikipedia, the free encyclopedia
ଦିଲୱାରା ମନ୍ଦିର , ଭାରତୀୟ ରାଜ୍ୟ ରାଜସ୍ଥାନର ଅବୁ ପର୍ବତରୁ 2.5 କିଲୋମିଟର ଦୂରରେ ଥିବା ଏକ ଜୈନ ମନ୍ଦିର । ଏହା ବସ୍ତୁପାଳ ତେଜପଲଙ୍କଦ୍ୱାରା 11 ଶ ଓ 13 ଶ ଶତାବ୍ଦୀ ମଧ୍ୟରେ ନିର୍ମିତ ହେଇଥିବାର ଜଣାଯାଏ । ସେହି ସମୟରେ ମାର୍ବଳ କଳା ଭାରତରେ ପ୍ରସିଦ୍ଧି ଲାଭ କରିଥିଲା । ଦିଲୱାରା ମନ୍ଦିରଠାରେ ମାର୍ବଳରେ 5ଟି ଜୈନ ମନ୍ଦିର ରହିଛି ।ଏହାକୁ ଭାରତର ସବୁଠାରୁ ସୁନ୍ଦର ଜୈନ ଧର୍ମସ୍ଥଳୀ କୁହାଯାଏ ।
Quick Facts ଦିଲୱାରା ମନ୍ଦିର, Religion ...
ଦିଲୱାରା ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | Jainism |
Location | |
ସ୍ଥାନ | Mount Abu, Sirohi, Rajasthan, India |
Architecture | |
Completed | between the 11th and 13th centuries AD |
Close
ରାଜସ୍ଥାନର ଅନନ୍ୟ ସ୍ଥାନରେ ମଧ୍ୟ ଜୈନ ମନ୍ଦିର ମାନ ଥିଲେ ମଧ୍ୟ ଏହି ମନ୍ଦିର ପରି ସୁନ୍ଦର ସ୍ଥାପତ୍ୟ କଳା ଦେଖିବାକୁ ମିଳେ ନାହିଁ । ଛତ , ସ୍ତମ୍ଭ , କବାଟ ଓ ପାନେଲରେ ଥିବା ସୂକ୍ଷ୍ମ କଳା ଏଠାରେ ଅନନ୍ୟ ।