ଥୋମାସ ୟଙ୍ଗ
From Wikipedia, the free encyclopedia
ଥୋମାସ ୟଙ୍ଗ (English: Thomas Young; ୧୩ ଜୁନ ୧୭୭୩ - ୧୦ ମଇ ୧୮୨୯) ଜଣେ ଇଂରେଜ ପଦାର୍ଥ ବିଜ୍ଞାନୀ | ସେ ଦୃଷ୍ଟି, ଆଲୋକ, ଧ୍ୱନି, ମନସ୍ତତ୍ତ୍ୱ, ଭାଷା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ କରିଯାଇଛନ୍ତି ।
Quick Facts Thomas Young, ଜନ୍ମ ...
Thomas Young | |
---|---|
ଜନ୍ମ | (1773-06-13)୧୩ ଜୁନ ୧୭୭୩ Milverton, Somerset, England |
ମୃତ୍ୟୁ | ୧୦ ମଇ ୧୮୨୯(1829-05-10) (ବୟସ ୫୫) London, England |
ପ୍ରସିଦ୍ଧି | Wave theory of light Double-slit experiment Astigmatism Young–Helmholtz theory Young temperament Young's Modulus |
ବିଜ୍ଞାନୀ ଜୀବନ | |
କ୍ଷେତ୍ର | Physics Physiology Egyptology |
ଦସ୍ତଖତ | |
Close