ତାଡୋବା ଜାତୀୟ ଉଦ୍ୟାନ
From Wikipedia, the free encyclopedia
ତାଡୋବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟ (ଈଂରାଜୀରେ Tadoba Andhari Tiger Reserve, ହିନ୍ଦୀରେ ताडोबा-अंधारी व्याघ्र प्रकल्प) କେନ୍ଦ୍ରୀୟ ଭାରତର ଏକ ବ୍ୟାଘ୍ର ଅଭୟାରଣ୍ୟ । ଏହା ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ ଅବସ୍ଥିତ ଏହି ଅଭୟାରଣ୍ୟ ମହାରାଷ୍ଟ୍ରର ସର୍ବବୃହତ୍ ଓ ସବୁଠାରୁ ପୁରୁଣା ଜାତୀୟ ଉଦ୍ୟାନ । ଭାରତର ବ୍ୟାଘ୍ର ପ୍ରକଳ୍ପ (ପ୍ରୋଜେକ୍ଟ୍ ଟାଇଗର୍)ଦ୍ୱାରା ଚିହ୍ନଟ ୫୦ଟି ବ୍ୟାଘ୍ର ଅଭୟାରଣ୍ୟ ମଧ୍ୟରୁ ଏହା ଅନ୍ୟତମ ।[1] ବାଘଙ୍କ ସୁରକ୍ଷା ନିମନ୍ତେ ନିର୍ମିତ ହୋଇଥିବା ଏହି ଉଦ୍ୟାନରେ ବାଘ ବ୍ୟତୀତ ୫୦ ପ୍ରଜାତିର ପଶୁ ଓ ୧୯୫ ପ୍ରଜାତିର ପକ୍ଷୀ ବାସକରନ୍ତି ।
Quick Facts ତାଡୋବା ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପ ତାଡୋବା ରାଷ୍ଟ୍ରୀୟ ଉଦ୍ୟାନ (ताडोबा राष्ट्रीय उद्यान), ଅବସ୍ଥାନ ...
ତାଡୋବା ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପ ତାଡୋବା ରାଷ୍ଟ୍ରୀୟ ଉଦ୍ୟାନ (ताडोबा राष्ट्रीय उद्यान) | |
---|---|
IUCN Category II (National Park) | |
ଅବସ୍ଥାନ | ଚନ୍ଦ୍ରପୁର ଜିଲ୍ଲା, ମହାରାଷ୍ଟ୍ର, ଭାରତ |
ପାଖ ସହର | ଚନ୍ଦ୍ରପୁର ୪୦ କି.ମି. (୨୫ ମାଇଲ୍) ପୂର୍ବNearest city: ଚନ୍ଦ୍ରପୁର ୪୦ କି.ମି. (୨୫ ମାଇଲ୍) ପୂର୍ବ |
ଦିଗବାରେଣି | 20°10′00″N 79°24′00″E |
କ୍ଷେତ୍ରଫଳ | ୬୨୫.୪ ବର୍ଗ କି.ମି. |
ସ୍ଥାପିତ | ୧୯୫୫ Established: ୧୯୫୫ |
ପରିଚାଳନା | Maharashtra Forest Department |
ବେବସାଇଟ | mahatadobatiger.com |
Close