ଜୈଲ ସିଂହ
ଭାରତୀୟ ରାଜନୀତିଜ୍ଞ / From Wikipedia, the free encyclopedia
ଜୈଲ ସିଂହ (pronunciation (help·info); ୫ ମଇ ୧୯୧୬ – ୨୫ ଡିସେମ୍ବର ୧୯୯୪) ଭାରତର ସପ୍ତମ ରାଷ୍ଟ୍ରପତି ଥିଲେ । ସେ କଂଗ୍ରେସ ଦଳର ନେତା ଏବଂ ଗୃହ ବିଭାଗ ସହ ବହୁତ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କ୍ୟାବିନେଟ ମନ୍ତ୍ରୀ ଥିଲେ ।
Quick Facts ଜୈଲ ସିଂହ, ଭାରତୀୟ ରାଷ୍ଟ୍ରପତି ...
ଜୈଲ ସିଂହ | |
---|---|
ଭାରତୀୟ ରାଷ୍ଟ୍ରପତି | |
କାର୍ଯ୍ୟକାଳ ୨୫ ଜୁଲାଇ ୧୯୮୨ – ୨୫ ଜୁଲାଇ ୧୯୮୭ | |
ପ୍ରଧାନ ମନ୍ତ୍ରୀ | ଇନ୍ଦିରା ଗାନ୍ଧୀ ରାଜୀବ ଗାନ୍ଧୀ |
Vice President | ମୋହମ୍ମଦ ହିଦତୁଲା ରାମସ୍ୱାମୀ ଭେଙ୍କଟରମଣ |
ପୂର୍ବ ଅଧିକାରୀ | ନୀଲମ ସଞ୍ଜୀବ ରେଡ୍ଡୀ |
ପର ଅଧିକାରୀ | ରାମସ୍ୱାମୀ ଭେଙ୍କଟରମଣ |
ଗୃହ ମନ୍ତ୍ରାଳୟ | |
କାର୍ଯ୍ୟକାଳ ୧୪ ଜାନୁଆରୀ ୧୯୮୦ – ୨୨ ଜୁନ ୧୯୮୨ | |
ପ୍ରଧାନ ମନ୍ତ୍ରୀ | ଇନ୍ଦିରା ଗାନ୍ଧୀ |
ପୂର୍ବ ଅଧିକାରୀ | ଯସୱନ୍ତରାଓ ଚୋହାନ |
ପର ଅଧିକାରୀ | ରାମସ୍ୱାମୀ ଭେଙ୍କଟରମଣ |
ଗୁପ୍ତ ନିରପକ୍ଷ୍ୟ ଆନ୍ଦୋଳନର ମହାସଚିବ | |
କାର୍ଯ୍ୟକାଳ ୧୨ ମାର୍ଚ୍ଚ ୧୯୮୩ – ୬ ସେପ୍ଟେମ୍ବର ୧୯୮୬ | |
ପୂର୍ବ ଅଧିକାରୀ | ନୀଲମ ସଞ୍ଜୀବ ରେଡ୍ଡୀ |
ପର ଅଧିକାରୀ | ରାମସ୍ୱାମୀ ଭେଙ୍କଟରମଣ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | (1916-05-05)୫ ମଇ ୧୯୧୬ ସାଣ୍ଡଭାନ, ପଞ୍ଜାବ, ଭାରତ |
ମୃତ୍ୟୁ | ୨୫ ଡିସେମ୍ବର ୧୯୯୪(1994-12-25) (ବୟସ ୭୮) ଚଣ୍ଡୀଗଡ଼, ଭାରତ |
ରାଜନୀତିକ ଦଳ | କଂଗ୍ରେସ |
ଶିକ୍ଷାନୁଷ୍ଠାନ | ସହିଦ ଶିଖ ମିଶନାରି କଲେଜ |
Close
ସେ ରାଷ୍ଟ୍ରପତି ଥିବା ସମୟରେ ଅପରେସନ ବ୍ଲୁ ଷ୍ଟାର, ଇନ୍ଦିରା ଗାନ୍ଧୀଙ୍କ ନିଧନ ଓ 'ଶିଖ ଦଙ୍ଗା' ଭଳି ଘଟଣା ଘଟିଥିଲା।[1] ୧୯୯୪ ମସିହାରେ ଏକ କାର ଦୁର୍ଘଟଣାରେ ସେ ନିଜ ଜୀବନ ହରେଇଥିଲେ ।