ଜେ. ବି. ଏସ. ହାଲଡେନ
From Wikipedia, the free encyclopedia
ଜନ୍ ବର୍ଡନ୍ ସାଣ୍ଡର୍ସନ୍ ହାଲ୍ଡେନ୍ (English: John Burdon Sanderson Haldane), 'ଜ୍ୟାକ୍' ଭାବେ ଜଣାଶୁଣା, (କିନ୍ତୁ ନିଜ ବହିରେ ସେ 'ଜେ.ବି.ଏସ୍.' ଭାବେ ଜଣାଶୁଣା) ଜଣେ ଇଂରେଜ-ବଂଶୋଦ୍ଭବ ଜିନୀୟ ବିଜ୍ଞାନୀ, ଲେଖକ, ବିବର୍ତ୍ତନବାଦୀ ଥିଲେ । ସେ ନିଓ-ଡାର୍ୱିନିଜମ୍ର ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେ ସୁଏଜ କେନେଲ ବିବାଦକୁ ନେଇ ଥିବା ବ୍ରିଟେନର ଭୂମିକାକୁ ବିରୋଧକରି ବ୍ରିଟେନ ଛାଡି ଭାରତ ଚାଲିଆସିଲେ ଓ ଭାରତୀୟ ନାଗରିକତ୍ୱ ଗ୍ରହଣ କରିନେଲେ ।
Quick Facts ଜେ. ବି. ଏସ୍. ହାଲ୍ଡ଼େନ, ଜନ୍ମ ...
ଜେ. ବି. ଏସ୍. ହାଲ୍ଡ଼େନ | |
---|---|
ଜନ୍ମ | (1892-11-05)୫ ନଭେମ୍ବର ୧୮୯୨ ଅକ୍ସଫୋର୍ଡ, ଇଂଲଣ୍ଡ |
ମୃତ୍ୟୁ | ୧ ଡିସେମ୍ବର ୧୯୬୪(1964-12-01) (ବୟସ ୭୨) |
ଜାତୀୟତା | British (until 1961) Indian |
ଶିକ୍ଷାନୁଷ୍ଠାନ | ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ |
ପ୍ରସିଦ୍ଧି | Population genetics Enzymology |
ପୁରସ୍କାର | Darwin Medal (୧୯୫୨) Linnean Society of London's Darwin–Wallace Medal (୧୯୫୮). |
ବିଜ୍ଞାନୀ ଜୀବନ | |
କ୍ଷେତ୍ର | ଜୀବବିଜ୍ଞାନୀ |
କର୍ମାନୁଷ୍ଠାନ | କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟ କାଲିଫୋର୍ନିଆ ବିଶ୍ୱବିଦ୍ୟାଳୟ University College London ଭାରତୀୟ ପରିସଂଖ୍ୟାନ ପ୍ରତିଷ୍ଠାନ |
ଶିକ୍ଷକୀୟ ଉପଦେଷ୍ଟା | Frederick Gowland Hopkins |
ଡକ୍ଟରୀ ଛାତ୍ର | Helen Spurway Krishna Dronamraju |
Close