ଜନ୍ ଡାଲଟନ୍
From Wikipedia, the free encyclopedia
Quick Facts John Dalton, ଜନ୍ମ ...
Close
- ଜନ୍ ଡାଲଟନ୍ (ଜନ୍ମ: ୬ ସେପ୍ଟେମ୍ବର ୧୭୬୬) ଜଣେ ଇଂରେଜ ରସାୟନବିଦ୍, ପଦାର୍ଥବିଜ୍ଞାନୀ ଓ ପାଣିପାଗ ବିଶେଷଜ୍ଞ (Meteorologist) ଥିଲେ । ଡାଲଟନ୍ ତାଙ୍କର ପରମାଣୁ ତତ୍ତ୍ୱ ପାଇଁ ସବୁଠୁ ଅଧିକ ଜଣାଶୁଣା । ବର୍ଣ୍ଣାନ୍ଧତା (colour blindness) ସମ୍ପର୍କିତ ତାଙ୍କ ଗବେଷଣାକୁ କେତେକ ଡାଲଟନ୍-ବାଦ (Daltonism) ବୋଲି କହିଥାନ୍ତି ।