ଛାତି
From Wikipedia, the free encyclopedia
ଛାତି (ଇଂରାଜୀ ଭାଷାରେ ଥୋରାକ୍ସ/ thorax ବା ଚେଷ୍ଟ/ chest) ମାନବ ଶରୀର ଗଠନର (anatomy) ଏକ ଅଂଶ ଯାହା ବେକ (neck) ଓ ଉଦର (abdomen) ମଧ୍ୟରେ ସ୍ଥାନ ପାଇଥାଏ, ଏହା ଅନ୍ୟାନ୍ୟ ବିଭିନ୍ନ ପ୍ରାଣୀଙ୍କର ମଧ୍ୟ ଥାଏ । [1] ଛାତି ମଧ୍ୟରେ ଛାତି କୋଟର (thoracic cavity), ହୃତ୍ପିଣ୍ଡ, ଫୁସଫୁସ, ଥାଇମସ (thymus) ଗ୍ରନ୍ଥି, ମାଂସପେଶୀ ଓ ଅନ୍ୟାନ୍ୟ ଆଭ୍ୟନ୍ତରୀଣ ସଂରଚନା ଥାଏ । ଛାତିରେ ଅନେକ ପ୍ରକାରର ରୋଗ ହୋଇପାରେ କିନ୍ତୁ ସବୁଠାରୁ ସାଧାରଣ ଛାତି ଯନ୍ତ୍ରଣା (chest pain) ହେବା ଦେଖାଯାଏ । ଇଂରାଜୀରେ ବ୍ୟବହୃତ ଥୋରାକ୍ସ ଶବ୍ଦ ପୁରାତନ ଗ୍ରୀକ ଶବ୍ଦ (Greek θώραξ thorax "breastplate, cuirass, corslet"[2] ଭଳି ଶବ୍ଦମାନଙ୍କ ଭାୟା Latin: thorax ଶବ୍ଦରୁ ଆସିଛି ।
Quick Facts ThoraxChest, ଲାଟିନ ଭାଷାରେ ...
Thorax Chest | |
---|---|
X-ray image of the chest showing the internal anatomy of the rib cage, lungs and heart as well as the inferior thoracic border–made up of the diaphragm. | |
Surface projections of the organs of the trunk, with the thorax or chest region seen stretching down to approximately the end of the oblique lung fissure anteriorly, but more deeply it its lower limit rather corresponds to the upper border of the liver. | |
ଲାଟିନ ଭାଷାରେ | thorax |
Close