ଗୋକ୍ୟୋ ହ୍ରଦ ସମୂହ
ନେପାଳରେ ଥିବା ହ୍ରଦ ସମୂହ / From Wikipedia, the free encyclopedia
ଗୋକ୍ୟୋ ହ୍ରଦ ସମୂହ (ମୂଳ ନେପାଳୀ ନାମ गोक्यो ताल) ନେପାଳର ସାଗରମଥା ଜାତୀୟ ଉଦ୍ୟାନରେ ସମୁଦ୍ର ପତନରୁ ୪୭୦୦-୫୦୦୦ ମିଟର ଉଚ୍ଚତାରେ ଅବସ୍ଥିତ ହ୍ରଦ ସମୂହ । ବିଶ୍ୱର ଉଚ୍ଚତମ ମଧୁରଜଳବିଶିଷ୍ଟ ଗୋକ୍ୟୋ ହ୍ରଦସମୂହ ପ୍ରକୃତରେ ୬ଟି ମୁଖ୍ୟ ହ୍ରଦର ସମାହାରରେ ଗଠିତ । ତନ୍ମଧ୍ୟରୁ ଥୋନାକ ହ୍ରଦ ବୃହତ୍ତମ ।[2] ୨୦୦୭ ମସିହା ସେପ୍ଟେମ୍ବର ମାସରେ ୭୭୭୦ ହେକ୍ଟର୍ ପରିମିତ ଗୋକ୍ୟୋ ଓ ନିକଟସ୍ଥ ହ୍ରଦମାନଙ୍କୁ ରାମ୍ସାର୍ ଆର୍ଦ୍ରଭୂମି ଭାବେ ବିବେଚିତ କରାଯାଇଥିଲା ।[3]
Quick Facts ଗୋକ୍ୟୋ ହ୍ରଦ ସମୂହ, ଅବସ୍ଥାନ ...
ଗୋକ୍ୟୋ ହ୍ରଦ ସମୂହ | |
---|---|
ଅବସ୍ଥାନ | ସୋଲୁଖୁମ୍ବୁ ଜିଲ୍ଲା |
ଦିଗବାରେଣି | 27°58′49″N 86°40′07″E |
ନିଷ୍କାସନ କ୍ଷେତ୍ରସ୍ଥ ଦେଶ | ନେପାଳ |
କ୍ଷେତ୍ରଫଳ | ୧୯୬.୨ ହେକ୍ଟର୍ |
ଭୂମି ଉଚ୍ଚତା | ୪୭୦୦-୫୦୦୦ ମିଟର |
Ramsar Wetland | |
Official name | ଗୋକ୍ୟୋ ଓ ସମ୍ବନ୍ଧୀୟ ହ୍ରଦ ସମୂହ |
Designated | ୧୩ ସେପ୍ଟେମ୍ବର, ୨୦୦୭ |
Reference no. | ୧୬୯୨[1] |
Close