ଉଇକିଡାଟା
ଉଇକିମିଡ଼ିଆ ପ୍ରକଳ୍ପ / From Wikipedia, the free encyclopedia
ଉଇକିଡାଟା ସମ୍ମିଳିତ ଭାବେ ପ୍ରସ୍ତୁତ ବଦଳଯୋଗ୍ୟ ଏକ ଜ୍ଞାନ ଭଣ୍ଡାର ଯାହା ଉଇକିମିଡ଼ିଆ ସଂସ୍ଥାଦ୍ୱାରା ପରିଚାଳିତ ହେଉଅଛି । ଏହାର ଲକ୍ଷ୍ୟ ହେଉଛି କେତେକ ତଥ୍ୟ ନେଇ ଗୋଟିଏ ସାଧାରଣ ସ୍ରୋତ ତିଆରି କରିବା ଯାହା ଉଇକିମିଡ଼ିଆର ପରିକଳ୍ପନା ଯେପରି ଉଇକିପିଡ଼ିଆରେ ବ୍ୟବହୃଉତ ହେଇପାରିବ । [2][3] ଉଇକିଡାଟା ଉଇକିକମନ୍ସ ଭଳି ଏକ ଉଇକିମିଡ଼ିଆ ପ୍ରକଳ୍ପ । ଉଇକିକମନ୍ସ୍ ଯେପରି ଛବି, ଭିଡିଓ, ଓ ଅନ୍ୟାନ୍ୟ ମିଡ଼ିଆ ଫାଇଲ୍ ପାଇଁ ଷ୍ଟୋରେଜ ପ୍ରଦାନ କରେ ସେହିପରି ଉଇକିଡାଟା କେତେକ ତଥ୍ୟ ପାଇଁ ଷ୍ଟୋରେଜ୍ ପ୍ରଦାନ କରେ । ଉଇକିଡାଟା ଉଇକିବେସ୍ଦ୍ୱାରା ତାର ସାମର୍ଥ୍ୟ ପାଇଛି ।[4]
Quick Facts ୟୁ.ଆର.ଏଲ, ବ୍ୟବସାୟିକ ...
ୟୁ.ଆର.ଏଲ | www.wikidata.org |
---|---|
ବ୍ୟବସାୟିକ | No |
ସାଇଟର ପ୍ରକାର |
|
ରେଜେଷ୍ଟ୍ରିକରଣ | Optional |
ମିଳୁଥିବା ଭାଷା | Multilingual |
ମାଲିକ | Wikimedia Foundation |
ତିଆରି କରିଥିଲେ | Wikimedia community |
ଆରମ୍ଭ କରାଯାଇଥିଲା | 30 ଅକ୍ଟୋବର 2012; 11 years ago (2012-୧୦-30) |
ଆଲେକ୍ସା କ୍ରମାଙ୍କ | 19,615 (January 2016[update]) [1] |
Close