ଉଇକିକଥା
ଉଇକିମିଡ଼ିଆ ଫାଉଣ୍ଡେସନଦ୍ୱାରା ସଂଚାଳିତ ପରିୟୋଜନାରୁ ଉଇକି ଆଧାରିତ ପରିବାରର ଏକ ସଦସ୍ୟ ଅଟେ / From Wikipedia, the free encyclopedia
ଉଇକିକଥା ଉଇକିମିଡ଼ିଆ ଫାଉଣ୍ଡେସନଦ୍ୱାରା ସଂଚାଳିତ ପରିୟୋଜନାରୁ ଉଇକି ଆଧାରିତ ପରିବାରର ଏକ ସଦସ୍ୟ ଅଟେ । ଏହା ମଧ୍ୟ ମିଡ଼ିଆ ଉଇକି ସଫ୍ଟୱେରରେ ହିଁ ଚାଲିଥାଏ । ଏହି ପରିଯୋଜନା ଡେନିୟଲ ଏଲଷ୍ଟନଙ୍କ ପରିକଳ୍ପନାରେ ଆଧାରିତ ଏବଂ ବ୍ରାୟନ ବାଇବରଦ୍ୱାରା କାର୍ଯ୍ୟାନ୍ୱିତ ଏହି ପରିୟୋଜନାର ଲକ୍ଷ ବିଶିଷ୍ଟ ବ୍ୟକ୍ତି, ପୁସ୍ତକ, ଫିଲ୍ମ ଏବଂ ଲୋକଉକ୍ତିରୁ ପ୍ରାପ୍ତ ଏକ ବୃହତ ସଂଗ୍ରହକର ଅଟେ । ବହୁ ଅନଲାଇନ ସଂଗ୍ରହଣ ପ୍ରଥମରୁ ଉପଲବ୍ଧ ରହିଛି, କିନ୍ତୁ ଉଇକିକଥା ଏହି କିଛି ବିଶେଷ ମଧ୍ୟରୁ ଗୋଟିଏ ଅଟେ ଯାହା ନିଜ ଉପଯୁକ୍ତଙ୍କୁ ଯୋଗଦାନ କରିବାର ସୁବିଧା ମଧ୍ୟ ଉପଲବ୍ଧ କରିଥାଏ ।[2] ଉଇକିକଥାର ପୃଷ୍ଠା ଉଲ୍ଲେଖନୀୟ ବ୍ୟକ୍ତିତ୍ୱର ଉଇକିପିଡ଼ିଆରେ ତିଆରି ଲେଖାରୁ ଅନ୍ତର୍କୋଡିୟଦ୍ୱାରା ଯୋଡି ହୋଇରହିଛି ।[3]
Quick Facts ୟୁ.ଆର.ଏଲ, ବ୍ୟବସାୟିକ ...
ୟୁ.ଆର.ଏଲ | www.wikiquote.org |
---|---|
ବ୍ୟବସାୟିକ | ନା |
ସାଇଟର ପ୍ରକାର | Quotation repository |
ରେଜେଷ୍ଟ୍ରିକରଣ | ବୈକଳ୍ପିକ |
ମିଳୁଥିବା ଭାଷା | ବହୁଭାଷୀ |
ମାଲିକ | ଉଇକିମିଡ଼ିଆ ଫାଉଣ୍ଡେସନ |
ତିଆରି କରିଥିଲେ | ଜିମି ୱେଲ୍ସ ଏବଂ ଉଇକିମିଡ଼ିଆ କମ୍ୟୁନିଟି |
ଆରମ୍ଭ କରାଯାଇଥିଲା | ଜୁଲାଇ 10, 2003; 20 years ago (2003-୦୭-10) |
ଆଲେକ୍ସା କ୍ରମାଙ୍କ | 3,720 (July 2017[update])[1] |
ଏବେକାର ସ୍ଥିତି | ସକ୍ରିୟ |
Close
ମୂଳ ପରିଯୋଜନା ପୂର୍ଣତଃ ଇଂରାଜୀରେ ଆରମ୍ଭ କରାଯାଇଥିଲା , ଜୁଲାଇ 2004 ମସିହାରେ ଏକ ଅନ୍ୟ ସଂସ୍କରଣଦ୍ୱାରା ଅତିରିକ୍ତ ଭାଷାକୁ ମଧ୍ୟ ଏଥିରେ ସମ୍ମିଳିତ କରିବାର ଆରମ୍ଭ କରାଗଲା ।