ଆଲେକ୍ଜାଣ୍ଡର ଫ୍ଲେମିଙ୍ଗ
From Wikipedia, the free encyclopedia
ସାର ଆଲେକ୍ଜାଣ୍ଡର ଫ୍ଲେମିଙ୍ଗ, ଏଫ୍.ଆର୍.ସି.ଏସ୍.ଇଂଲାଣ୍ଡ, ଏଫ୍.ଆର୍.ଏସ୍.[1], ଏଫ୍.ଆର.ଏସ୍.ଇ. (୬ ଅଗଷ୍ଟ ୧୮୮୧ - ୧୧ ମାର୍ଚ୍ଚ ୧୯୫୫) ସ୍କଟଲ୍ୟାଣ୍ଡର ବାସିନ୍ଦା ଥିଲେ ଓ ଜଣେ ଜୀବବିଜ୍ଞାନୀ, ଔଷଧ ବିଜ୍ଞାନୀ ତଥା ଉଦ୍ଭିଦ ବିଜ୍ଞାନୀ ଥିଲେ । ସେ ବାକ୍ଟେରିଓଲୋଜି, ଇମ୍ମ୍ୟୁନୋଲୋଜି ଓ କେମୋଥେରାପି ବିଷୟମାନଙ୍କରେ ଅନେକ ସନ୍ଦର୍ଭ ଲେଖିଛନ୍ତି । ତାଙ୍କର ବିଖ୍ୟାତ ଆବିଷ୍କାର ମଧ୍ୟରେ ୧୯୨୩ ମସିହାରେ ଲାଇସୋଜାଇମ ଏଞ୍ଜାଇମ ଥିଲା । ୧୯୨୮ ମସିହାରେ ପେନିସିଲିଅମ୍ ନୋଟାଟମରୁ ପେନିସିଲିନ୍ ଆବିଷ୍କାର କରିଥିଲେ । ଏହି ଆବିଷ୍କାର ନିମନ୍ତେ ସେ ୧୯୪୫ ମସିହାରେ ଫିଜିଓଲୋଜି କିମ୍ବା ମେଡିସିନରେ ହୋବାର୍ଡ ଫ୍ଲୋରେ ଓ ଏର୍ନ୍ସ୍ଟ ବୋରିସ୍ ଚେନଙ୍କ ସହ ନୋବେଲ ପୁରସ୍କାର ପାଇଥିଲେ ।[2][3][4]
Quick Facts ଜନ୍ମ, ମୃତ୍ୟୁ ...
Sir Alexander Fleming FRSE, FRS, FRCS(Eng) | |
---|---|
ଜନ୍ମ | (1881-08-06)୬ ଅଗଷ୍ଟ ୧୮୮୧ Lochfield, Ayrshire, Scotland |
ମୃତ୍ୟୁ | ୧୧ ମାର୍ଚ୍ଚ ୧୯୫୫(1955-03-11) (ବୟସ ୭୩) London, England |
ଜାତୀୟତା | Scottish |
ଜାତୀୟତା | United Kingdom |
ଶିକ୍ଷାନୁଷ୍ଠାନ | Royal Polytechnic Institution St Mary's Hospital Medical School Imperial College London |
ପ୍ରସିଦ୍ଧି | Discovery of penicillin |
ପୁରସ୍କାର |
|
ବିଜ୍ଞାନୀ ଜୀବନ | |
କ୍ଷେତ୍ର | Bacteriology, immunology |
ଦସ୍ତଖତ | |
Close