![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/3/33/A_man_diagnosed_as_suffering_from_melancholia_with_strong_su_Wellcome_L0026693.jpg/640px-A_man_diagnosed_as_suffering_from_melancholia_with_strong_su_Wellcome_L0026693.jpg&w=640&q=50)
ଅବସାଦ
ଏକ ପ୍ରକାର ମାନସିକ ବେମାର / From Wikipedia, the free encyclopedia
ଅବସାଦ(English: Depression) ହେଉଛି ମନର ଏକ ପ୍ରକାର ଭାବ ବା ଅବସ୍ଥା ଯେଉଁଥିରେ କିଛି କାମଦାମ କରିବାକୁ ଇଛା ହୁଏନାହିଁ, ମନ ଉଦାସ ରହେ ଇତ୍ୟାଦି ଯାହାକି ଜଣେ ମନୁଷ୍ୟର ଚିନ୍ତାଧାରା, ବ୍ୟବହାର, ପ୍ରବୃତ୍ତି, ଭାବନା ଏବଂ ଭଲ କଥା ଭାବିବା ଆଦିକୁ ପ୍ରଭାବିତ କରିପାରେ । ଗୋଟିଏ ଅବସାଦ ମନ ସାଧାରଣତଃ ନିଜ ଲୋକ କାହାକୁ ହରେଇବାର ଏକ କ୍ଷଣସ୍ଥାୟୀ ପ୍ରତିକ୍ରିୟା ହୋଇଥାଏ । ଆହୁରି କୌଣସି ଔଷଧର ପାର୍ଶ୍ୱ ପ୍ରତିକ୍ରିୟାରେ ବି ହୋଇପାରେ କିମ୍ବା କୌଣସି ଶାରୀରିକ ରୋଗ ଯୋଗୁଁ ମଧ୍ୟ ହୋଇପାରେ । ଗୋଟିଏ ଅବସାଦ ମନ ମଧ୍ୟ କିଛି ମନ ରୋଗ, ପ୍ରମୁଖ ଅବସାଦ ବେମାରୀର ଲକ୍ଷଣ ହୋଇଥାଏ ।[2]
Not to be confused with Major depressive disorder.
Quick Facts ଅବସାଦ, ବିଭାଗ ...
ଅବସାଦ | |
---|---|
![]() Lithograph of a man diagnosed as suffering from melancholia with strong suicidal tendency (1892) | |
ବିଭାଗ | Psychiatry, psychology |
ପ୍ରତିକାର | Physical exercise[1] |
Close