ଅକ୍ଷର କଳା ବା ଟାଇପୋଗ୍ରାଫି (ଗ୍ରୀକ ଶବ୍ଦ τύπος(ଟାଇପୋସ/typos) = ଆଧାର/ରୂପ ଓ γραφή(ଗ୍ରାଫି/graphy) = ଲେଖନ) ଟାଇପସଜାଣି ପ୍ରକାରର କଲା ଓ କାରିଗରିକୁ ବୁଝାଇଥାଏ । ଏହି ସଜାଣି ଟାଇପଫେସ ବଛା, ବିନ୍ଦୁ ଆକାର, ଧାଡ଼ି ଲମ୍ଚ, ଲିଡ଼ିଙ୍ଗ (ଧାଡ଼ି ସ୍ପେସିଙ୍ଗ), ଅକ୍ଷର ଧାଡ଼ି ଭିତରେ ଥିବା ଖାଲି ଜାଗା ସଜାଣି (ଟ୍ରାକିଙ୍ଗ) ଓ ଅକ୍ଷରଯୋଡ଼ା ଭିତରେ ଥିବା ଖାଲି ଜାଗା ସଜାଣି (କର୍ଣ୍ଣିଙ୍ଗ) ଆଦିକୁ ବୁଝାଇଥାଏ। ଟାଇପ ଡିଜାଇନ ଏକ ପ୍ରକାରର ହାତକାମ, ଯାହାକୁ କେହି କେହି ଅଲଗା ଓ କେହି କେହି ଅକ୍ଷର କଳା ବା ତାଇପୋଗ୍ରାଫିର ଏକ ଭାଗ ମନେକରିଥାନ୍ତି; ଅଧିକାଂଶ ଟାଇପକାର ଟାଇପଫେସ ତିଆରି କରିନଥାନ୍ତି ଓ କେତେକ ଟାଇପ ଡିଜାଇନର ନିଜକୁ ଟାଇପୋଗ୍ରାଫର ମନେକରି ନଥାନ୍ତି ।[2][3]
"ଟାଇପୋଗ୍ରାଫର" redirects here. For ଟାଇପୋଗ୍ରାଫର ବ୍ରାଣ୍ଡ ଟାଇପରାଇଟର, see ଟାଇପୋଗ୍ରାଫର (ଟାଇପରାଇଟର).
Not to be confused with ଟୋପୋଗ୍ରାଫି or ଟୋପୋଲୋଜି.
Quick Facts ବିରାମ ଚିହ୍ନସବୁ, ବିରାମ ଚିହ୍ନ ...
ବିରାମ ଚିହ୍ନସବୁ |
| | | | |
ବିରାମ ଚିହ୍ନ |
ଆପୋଷ୍ଟ୍ରୋପ | ( ’ ' ) |
ବନ୍ଧନୀସମୂହ |
( [ ], ( ), { }, ⟨ ⟩ ) |
କଲୋନ | ( : ) |
କମା | ( , ) |
ଡ୍ୟାସ |
( ‒, –, —, ― ) |
ଏଲିପସିସ |
( …, ..., . . . ) |
ଆଶ୍ଚର୍ଯ୍ୟବାଚକ ଚିହ୍ନ | ( ! ) |
ପୂର୍ଣ୍ଣଚ୍ଛେଦ | ( । ) |
ଫୁଲଷ୍ଟପ/ପିରିଅଡ଼ | ( . ) |
ଗିଲିମେଟ | ( « » ) |
ହାଇଫେନ | ( ‐ ) |
ହାଇଫେନ-ବିଯୁକ୍ତ ଚିହ୍ନ | ( - ) |
ପ୍ରଶ୍ନ ଚିହ୍ନ | ( ? ) |
ଉଦ୍ଧୃତି ଚିହ୍ନ |
( ‘ ’, “ ” ) |
ଅଧା ଉଦ୍ଧୃତି ଚିହ୍ନ | ( ; ) |
ସ୍ଲାସ/ଷ୍ଟ୍ରୋକ | ( / ) |
ସଲିଡସ | ( ⁄ ) |
ଶବ୍ଦ ଭାଜକ |
ଖାଲି ଜାଗା |
( ) ( ) ( ) (␠) (␢) (␣) |
ମଝି ବିରାମ | ( · ) |
ସାଧାରଣ ଅକ୍ଷର କଳା |
ଆମ୍ପରସାଣ୍ଡ | ( & ) |
ଆଟ୍ ଚିହ୍ନ | ( @ ) |
ଆଷ୍ଟରିସ୍କ | ( * ) |
ପଛସ୍ଲାସ | ( \ ) |
ବିନ୍ଦୁ | ( • ) |
କ୍ୟାରେଟ | ( ^ ) |
ସତ୍ଵାଧିକାର ଚିହ୍ନ | ( © ) |
ଡାଗର |
( †, ‡ ) |
ଡିଗ୍ରି | ( ° ) |
ଡିଟୋ ଚିହ୍ନ | ( 〃 ) |
ଓଲଟା ବିସ୍ମୟସୂଚକ ଚିହ୍ନ | ( ¡ ) |
ଓଲଟା ପ୍ରଶ୍ନ ଚିହ୍ନ | ( ¿ ) |
ସଂଖ୍ୟା ଚିହ୍ନ/ପାଉଣ୍ଡ/ହାସ | ( # ) |
ନ୍ୟୁମେରୋ ଚିହ୍ନ |
( № ) |
ଅବେଲସ | ( ÷ ) |
ପୂରଣବାଚକ ସଂଖ୍ୟା |
( º, ª ) |
ଶତକଡ଼ା ଚିହ୍ନ |
( %, ‰, ‱ ) |
ପିଲକ୍ରୋ | ( ¶ ) |
ମୌଳିକ ସଂଖ୍ୟା | ( ′, ″, ‴ ) |
ସତ୍ଵାଧିକାର ଚିହ୍ନ | ( ® ) |
ବିଭାଗ ଚିହ୍ନ | ( § ) |
ସର୍ଭିସ ମାର୍କ | ( ℠ ) |
ଧ୍ଵନି ରେକର୍ଡ଼ିଙ୍ଗ ସତ୍ଵାଧିକାର | ( ℗ ) |
ଟିଲ୍ଡ | ( ~ ) |
ଟ୍ରେଡ଼ମାର୍କ | ( ™ ) |
ଅଣ୍ଡରସ୍କୋର/ଅଣ୍ଡରଷ୍ଟ୍ରାଇକ | ( _ ) |
ଭୂଲମ୍ବ ରୁହ/ଭଙ୍ଗା ରୁହ, ପାଇପ | ( ¦, | ) |
ମୁଦ୍ରା |
ମୁଦ୍ରା (ବର୍ଗୀୟ) |
( ¤ ) |
ମୁଦ୍ରା ନିର୍ଦ୍ଦିଷ୍ଟ |
( ₳ ฿ ₵ ¢ ₡ ₢ ₠ $ ₫ ৳ ₯ € ƒ ₣ ₲ ₴ ₭ ℳ ₥ ₦ ₧ ₱ ₰ £ ₹ ₨ ₪ ₸ ₮ ₩ ¥ ៛ ) |
ଅସାଧାରଣ ଅକ୍ଷର କଳା |
ଆଷ୍ଟେରିଜମ | ( ⁂ ) |
ଟି | ( ⊤ ) |
ଅପ ଟ୍ରାକ | ( ⊥ ) |
ସୂଚକ/ପ୍ରଥମା | ( ☞ ) |
ଅତଏବ ଚିହ୍ନ | ( ∵ ) |
ଇଣ୍ଟେରୋବାଙ୍ଗ | ( ‽ ) |
ଥଟ୍ଟା ପରିହାସ ବିରାମ ଚିହ୍ନ | ( ⸮ ) |
ଲୋଜିଙ୍ଗି | ( ◊ ) |
ଆଧାର ଚିହ୍ନ | ( ※ ) |
ଟାଇ | ( ⁀ ) |
ସମ୍ବନ୍ଧିତ |
ବିଶେଷକ ଚିହ୍ନ |
ଖାଲିସ୍ଥାନରେ ଥିବା ଅକ୍ଷର |
ଅଣ-ଇଂରାଜୀ ଉଦ୍ଧୃତି ଶୈଳି | ( « », „ ” ) |
|
|
Close
- ଡାକଟିକେଟ ସଙ୍ଗ୍ରହରେ "ଟାଇପୋଗ୍ରାଫି, ବିଶେଷ କରି ୧୯ଶ ଶତକର ଡାକଟିକେଟରେ ଏହା ଛାପାଖାନା ଛପାକୁ ବୁଝାଇଥାଏ । [1]